ଏମିତି କାର୍ଯ୍ୟନୁଷ୍ଠାନ ନିଅ, ଯେମିତି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ବ୍ୟକ୍ତି ଭୟରେ କମ୍ପି ଉଠିବେ: ଉମାଭାରତୀ

ନୂଆଦିଲ୍ଲୀ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଖପ୍ପା ହୋଇଛନ୍ତି | ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ କହିଛନ୍ତି ଯେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ଯେପରି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ଲୋକ ଭୟରେ କମ୍ପି ଉଠିବେ | ଏଠାରେ ସୂଚନା ଥାଉ … Continue reading ଏମିତି କାର୍ଯ୍ୟନୁଷ୍ଠାନ ନିଅ, ଯେମିତି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ବ୍ୟକ୍ତି ଭୟରେ କମ୍ପି ଉଠିବେ: ଉମାଭାରତୀ